ଓଡିଶା ବାଣିଜ୍ୟ ମେଳାରେ ୩୦ ବିଦେଶୀ ଏମ ଏସ୍ ଏମ ଇ ଶିଳ୍ପୋଦ୍ୟୋଗୀ

30 foreign MSMEs in Odisha fair

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟ ସରକାର ଖାଦ୍ୟ ପ୍ରକ୍ରୀୟା କରଣ ଶିଳ୍ପର ପ୍ରସାର କ୍ଷେତ୍ରରେପ୍ରା ଥମିକତା ପ୍ରଦାନ କରୁଛନ୍ତି ତେଣୁ ଅଣୁ, କ୍ଷୁଦ୍ର,ମଧ୍ୟମ ଶିଳ୍ପର ପ୍ରସାର ପାଇଁ ରାଜ୍ୟରେ ପୁଞ୍ଜି ବିନିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଏମ ଏସ ଏମ ଇ ଇଣ୍ଟରନ୍ୟାସନ୍ୟାଲ ଟ୍ରେଡ ଫେୟାର ୨୦୧୮ ର ଶୁଭ ଉଦଘାଟନ କରି କହିଥିଲେ ରାଜ୍ୟରେ ୧୫,୩୦୦ କୋଟି ଟଙ୍କା ବ୍ୟୟରେ ୩.୧୨ ଲକ୍ଷ ଅଣୁ, କ୍ଷୁଦ୍ର,ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରାଯାଇଛି। ଏଥିରେ ୧୩ ଲକ୍ଷରୁ ଉର୍ଦ୍ଧ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Other News