1024 ବରିଷ୍ଟ ନାଗରୀକ ଗଲେ ତୀର୍ଥଯାତ୍ରାରେ

1024 senior citizens embarked on holy trip

୧୦୨୪ ଜଣ ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ରେଳ ଯୋଗେ ତୀର୍ଥଯାତ୍ରାରେ ରାଜସ୍ଥାନର ଆଜମେର ଓ ପୁଷ୍କର ଗସ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକ ଭୁବନେଶ୍ବର ରେଳ ଷ୍ଟେସନରେ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଏହି ବ୍ୟବସ୍ଥା କରାଯାଇଥିଲା

Other News