ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଦଳରେ ଯୋଗ ଦେଲା

Ex-CM Hemanand Biswal’s Daughter Joined the party

 Published : ଓଡ଼ିଶା ବାଇଟ୍ସ

/  

09-Mar-2019  

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଶ୍ରୀମତୀ ସୁନୀତା ବିଶ୍ବାଳ ତାଙ୍କ ସମର୍ଥକ ମାନଙ୍କ ସହ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ୨୦୧୯ ନିର୍ବାଚନ ମାତ୍ର ଅଳ୍ପ କିଛିଦିନ ଥିବାବେଳେ ସୁନୀତାଙ୍କ ଦଳ ଛାଡିବା କଂଗ୍ରେସ ଦଳ ପାଇଁ ଏକ ଶକ୍ତ ଧକ୍କା। ଯୋଗ ଦେଇଥିବା ସମସ୍ତ ସଦସ୍ୟ ମାନଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ କରିଥିବା ବେଳେ  ଦଳ ଆହୁରୀ ସୁଦୃଢ ହେଲା ବୋଲି କହିଛନ୍ତି।

Other News