ଶିକ୍ଷା ହିଁ ପରିବର୍ତ୍ତନର ଚାବିକାଠି : ମୁଖ୍ୟମନ୍ତ୍ରୀ

Education is the key to transformation: CM

 Published : ପାଏନିଓର

/  

03-Sep-2017  

  ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି କହିଛନ୍ତି, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। କଳିଙ୍ଗ ଇନଷ୍ଟିଚ୍ୟୁଟ ଅ‍ଫ ସୋସିଆଲ ସାଇନ୍ସ (କିସ୍) ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟାଟା ଷ୍ଟିଲର ସହଯୋଗରେ ନିର୍ମିତ ଲାଇବ୍ରେରୀ ଓ କିସର ବିଶ୍ବବିଦ୍ୟାଳୟ ନୂତନ କ୍ୟାମ୍ପସର ଉଦଘାଟନ କରିଥିଲେ। 

Other News