ହିସାଂ ପରିହାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ମାଓବାଦୀଙ୍କୁ ଆହ୍ବାନ

CM Naveen Patnaik asked  Maoists to lay down arms

ବାମ ଉଗ୍ରବାଦୀଙ୍କ ଦ୍ବାରା ହିଂସା କାଣ୍ଡ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ହିସାଂ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ମାଓବାଦୀ ମାନଙ୍କୁ ଆହ୍ବାନ ଦେଇଛନ୍ତି।

Other News