ଦାରିଦ୍ର ଦୂରୀକରଣରେ ଓଡ଼ିଶାର କାର୍ଯ୍ୟକ୍ରମକୁ ନୋବେଲ ପୁରସ୍କାର ବିଜେତା ପ୍ରଫେସର ୟୁନୁସଙ୍କ ପ୍ରଶଂସା

Nobel Laureate Muhammad Yunus hailed poverty alleviation efforts of Odisha

 Published : ଓଡିଶା ସନ୍ ଟାଇମ୍ସ

/  

12-May-2018  

ଓଡ଼ିଶାର ଦାରିଦ୍ର ଦୂରୀକରଣ ଯୋଜନାର କାର୍ଯ୍ୟକାରୀତା ଓ ସଫଳ ରୂପାୟନକୁ ନୋବେଲ ପୁରସ୍କାର ବିଜେତା ତଥା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ ଭୂୟସୀ ପ୍ରଶଂସା କରିଛନ୍ତି। ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ବେଶ୍ ପ୍ରସଂଶନୀୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସାକ୍ଷାତ କରିବା ପରେ ସାମ୍ବାଦିକ ମାନଙ୍କୁ  ସୂଚନା ଦେଇଛନ୍ତି।

Other News