ଚେନ୍ନାଇରେ ଓଡ଼ିଶା ଭବନ ଖୋଲିଲା

Odisha Bhawan opened in Chennai

ଚେନ୍ନାଇଠାରେ  ନବନିର୍ମିତ ଓଡ଼ିଶା ଭବନକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଇ. କେ. ପିଲାନୀସ୍ବାମୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମିଳିତ ଭାବେ ଉଦଘାଟନ କରିଛନ୍ତି।

Other News