ସଭାପତି ନିଜ ଜିଲ୍ଲାରୁ ପୁନାରମ୍ଭ କରିବେ ନିର୍ବାଚନ ପ୍ରଚାର

President to resume poll campaign from home turf

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Apr-2019  

ଆସନ୍ତା ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ନିର୍ବାଚନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିଜ ଜିଲ୍ଲାରୁ ପ୍ରଚାର ଆରମ୍ଭ କରିବେ। ଦଳୀୟ ସୂଚନା ଅନୁଯାୟୀ ସଭାପତି ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୩ ତାରିଖରୁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭକରି ଗଞ୍ଜାମ ଜିଲ୍ଲାଗସ୍ତ କରି ବ୍ରହ୍ମପୁର, ଗଞ୍ଜାମ, ଛତ୍ରପୁର, ଏବଂ ରମ୍ଭା ଅଞ୍ଚଳରେ ‘ରୋଡଶୋ’ କରିବା ସହିତ ଦୁଇଟି ସ୍ଥାନରେ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Other News