Published : ଟାଇମ୍ସ ଅଫ ଇଣ୍ଡିଆ
/29-Jan-2019
ନିର୍ବାଚନ ପୂର୍ବରୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗ୍ରାମାଞ୍ଚଳରେ ଜଳଯୋଗାଣ ପାଇଁ ୩୨୦୦ କୋଟି ଟଙ୍କାର ୫ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଖଣି ଓ ଲୁଣି ପାଣି ପ୍ରଭାବିତ ୬ଟି ଜିଲ୍ଲାର ୧୫ ଲକ୍ଷ ଲୋକେ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ ବୋଲି ଜଣା ପଡିଛି।