ଓଡିଶା, ଦେଶର ପ୍ରଥମ ଦକ୍ଷତା ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତୁତ

Odisha all set to open Indias first skill university

ଦକ୍ଷତା ବିକାଶ ପ୍ରାଧିକରଣ ଗଠନ କରିବା ପରେ, ଓଡିଶା ସରକାର ଦକ୍ଷତା ବିକାଶ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହିଭଳି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା କ୍ଷେତ୍ରରେ ଦେଶରେ ଓଡିଶା ପ୍ରଥମ। ଏହି ବିଶ୍ବବିଦ୍ୟାଳୟ ରାଜ୍ୟ ସରକାର କିମ୍ବା ଘରୋଇ ପରିଚାଳନାଧୀନରେ କାର୍ଯ୍ୟ କରିବ ଏବଂ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ନିୟତ୍ରଣ କରିବ।

Other News