ରାୟଗଡା-ସିଂହପୁର ମଧ୍ୟରେ ରେଳ ଚଳାଚଳା ସ୍ବାଭାବିକ କରିବାକୁ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Restore train services on Rayagada-Singapur line, CM writes to Prabhu

ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧିନରେ ଥିବା ରାୟଗଡା-ସିଂହପୁର ରୋଡ ମଧ୍ୟରେ ରେଳ ଚଳାଚଳା ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିପନ୍ନ ଅଞ୍ଚଳର ଲୋକଙ୍କ ପାଇଁ ପରିବହନ ବ୍ୟବସ୍ଥା ସ୍ବଭାବିକ କରାଯିବାର ତୁରନ୍ତ ଆବଶ୍ୟକତା ରହିଛି।

Other News