ମୁଖ୍ୟମନ୍ତ୍ରୀ ଗଞ୍ଜାମରେ ୧୧୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ

CM launched projects worth Rs 1100 crore for Ganjam

 Published : ଓଡିଶା ସନ୍ ଟାଇମ୍ସ

/  

27-Jan-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସେହି ଜିଲ୍ଲାରେ ୧୧୦୦ କୋଟି ଟଙ୍କାର ବିକାଶ ମୂଳକ ଓ ଜନ ମଙ୍ଗଳକାରୀ ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି। ସେଥିମଧ୍ୟରୁ ୭୧୬ କୋଟି ଟଙ୍କା ପ୍ରକଳ୍ପ ଗୁଡିକର ଉନ୍ମୋଚନ କରିଥିବା ବେଳେ ରଙ୍ଗେଇଲୁଣ୍ଡାରେ ୨୯୬ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News