ଭୁବନେଶ୍ବର ବିମାନ ବନ୍ଦରରୁ ଆରମ୍ଭ ହେଲା ଅନ୍ତର୍ଜାତୀୟ ମାଲ ପରିବହନ ସେବା

International cargo hub takes wings at Bhubaneswar airport

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

28-Jan-2017  

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆରମ୍ଭ ହେଇଛି ଅତ୍ୟାଧୁନିକ ଅନ୍ତର୍ଜାତୀୟ ମାଲ ପରିବହନ ସେବା। ଏହି ସେବା ପ୍ରଚଳନ ଫଳରେ ରାଜ୍ୟପାଇଁ ରପ୍ତାନୀ କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟିହେଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏହି ସେବାର ଉଦ୍ ଘାଟନ କରିଛନ୍ତି।  ଏହି ସେବା ପ୍ରଚଳନ ଫଳରେ ବିମାନ ବନ୍ଦରରୁ ବାର୍ଷିକ ୧୦୦୦ ମେଟ୍ରିକ ଟନ୍ ମାଲ ପରିବହନ କରାଯାଇପାରିବ।

Other News