ମୁଖ୍ୟମନ୍ତ୍ରୀଙ୍କ ଦାବୀ, ନାଇଜରକୁ ଜାତୀୟ ପ୍ରତିଷ୍ଠାନର ମାନ୍ୟତା ମିଳୁ

CM seeks institute of national importance status for NISER

 Published : ଟାଇମ୍ସ ଅଫ ଇଣ୍ଡିଆ

/  

03-Jun-2017  

 ସଂସଦରେ ଆଇନ ପ୍ରଣୟନ କରି ଭୁବନେଶ୍ବର ସ୍ଥିତ ନାଇଜରକୁ ଜାତୀୟ ପ୍ରତିଷ୍ଠାନର ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଣ୍ରୀ ନବୀନ ପଟ୍ଟନାୟକ  କେନ୍ଦ୍ର ସରକାରଙ୍କଠାରେ ଦାବୀ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ରଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଚନ୍ତି ଯେ, ହୋମି ଭାବା ନ୍ୟାସନାଲ ଇନଷ୍ଟିଚ୍ୟୁଟ, ଡିମ୍ହ ବିଶ୍ବବିଦ୍ୟାଳୟ, ସଂପ୍ରତି ନାଇଜରର ପରିଚାଳନା କାର୍ଯ୍ୟକ୍ରମ କାର୍ଯ୍ୟ ତୁଲାଉଥିବା ବେଳେ  ହୋମି ଭାବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଡିଗ୍ରୀ ପ୍ରଦାନ କରୁଛି l

Other News