ରାଷ୍ଟ୍ରପତି ନିର୍ବାଚନ, ମୁଖ୍ୟମନ୍ତ୍ରୀ ବିଧାନ ସଭା ମତଦାନ କେନ୍ଦ୍ରରେ ମତଦାନ କରୁଛନ୍ତି

Presidential Election, CM Casting Votes

 Published : ଓଟିଭି

/  

17-Jul-2017  

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଦିନ ୧୦ ଟା ରେ ବିଧାନସଭାରେ ମତଦାନ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଧାନ ସଭାରେ ମତଦାନ କରୁଛନ୍ତି।

Other News