ବାଣିଜ୍ୟ ମେଳା ଷ୍ଟାର୍ଟଅଫ ପାଇଁ ଇନ୍ଧନ ଯୋଗାଇବ

Trade fair fuels startup dream

 Published : ଟାଇମ୍ସ ଅଫ ଇଣ୍ଡିଆ

/  

06-Mar-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଣିଜ୍ୟ କ୍ଷେତ୍ରରେ ନିଜେ ପ୍ରସ୍ତୁତ କରିଥିବା ଅଭିନବ ଯୋଜନା ପାଇଁ ୨୦ ଜଣ  ଷ୍ଟାର୍ଟଅଫ ଉଦ୍ୟୋଗୀଙ୍କୁ ଓଡିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାରେ ପୁରସ୍କୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଭିନବ ଯୋଜନା ପ୍ରସ୍ତୁତ କରରିଥିବା ଷ୍ଟାର୍ଟଅଫ ଉଦ୍ୟୋଗୀ ମାନଙ୍କୁ ଏକ ଲକ୍ଷ ଟଙ୍କାକରି ପ୍ରଦାନ କରାଯାଥିବା ବେଳେ ଅଭିନବ ଯୋଜନା କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୬ ଜଣ ପୁରୁଷ ଓ ମହିଳାଙ୍କୁ ୫୦ହଜାର ଟଙ୍କାକରି ପୁରସ୍କୃତ କରାଯାଇଛି।

Other News