ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଜନକଲ୍ୟାଣର କଥା

Welfare talks on CM lips

 Published : ଟେଲିଗ୍ରାଫ

/  

08-Jul-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ “ ଆମ ମୁଖ୍ୟମନ୍ତ୍ରୀ ଆମ କଥା” ଶୀର୍ଷକ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବା ସହ ପରାମର୍ଶ ଦେଇ ସାମାଜିକ ପରିବର୍ତ୍ତନ ପାଇଁ ପ୍ରୟାସର ଆରମ୍ଭ କରିଛନ୍ତି।

Other News