ମୁଖ୍ୟମନ୍ତ୍ରୀଙ୍କ ଦାବି : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କର

CM urged Centre to fix water-logging at Konark Sun Temple

 Published : ଓଡିଶା ସନ୍ ଟାଇମ୍ସ

/  

16-Jul-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଳା ଅନ୍ତର୍ଗତ କୋଣାର୍କସ୍ଥିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିସରରେ ଜମାହୋଇ ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ମହେଶ ଶର୍ମାଙ୍କୁ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ବିଶ୍ବଐତିହ୍ୟ ମାନ୍ୟତା ପାଇଥିବା କୋଣାର୍କ ମନ୍ଦିର ପରିସରରେ ବର୍ଷା ଜଳ ଜମାହୋଇ ରହିବା ଫଳରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Other News