ନିର୍ବାଚନୀ ଇସ୍ତାହାର କାର୍ଯ୍ୟକାରୀ କରିବା ସମ୍ପର୍କରେ ପ୍ରତି ମାସରେ ମନ୍ତ୍ରୀ ମାନେ ରିପୋର୍ଟ ପ୍ରଦାନ କରିବେ

Ministers to submit poll manifesto implementation report every month

 Published : ଓଡ଼ିଶା ସନ୍ ଟାଇମ୍ସ

/  

04-Jun-2019  

ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ଦିଗରେ ମନ୍ତ୍ରୀ ମାନେ କେଉଁ କେଉଁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ପ୍ରତି ମାସର ୭ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ସହ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Other News