ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ହସପିଟାଲରେ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା

Free healthcare services extended to government medical colleges in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Jan-2019  

ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ହସପିଟାଲ ମାନଙ୍କରେ ଏଣିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

Other News