ମିନକେତନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

CM condoles death of actor Minaketan

 Published : ଓଡିଶା ସନ୍ ଟାଇମ୍ସ

/  

01-Jul-2017  

ଓଲିଉଡ କଳାକାର ମିନକେତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ କହିଛନ୍ତି ଯେ ମିନକେତନଙ୍କ ବିୟୋଗ ଓଡିଆ ଚଳଚିତ୍ର ଜଗତଶିଳ୍ପ ପାଇଁ ବଡଧରଣର କ୍ଷତି ସୃଷ୍ଟିକରିଛି।

Other News