ଲେଖକ ହୁସେନ ରବି ଗାନ୍ଧିଙ୍କ ଦଳରେ ଯୋଗଦାନ

Writer Hussain Rabi Gandhi joined Party

 Published : ଓଡ଼ିଶା ସନ୍ ଟାଇମ୍ସ

/  

15-Mar-2019  

୨୦୧୯ ନିର୍ବାଚନ ପୂର୍ବରୁ ବିଶିଷ୍ଟ ଲେଖକ ହୁସେନ ରବି ଗାନ୍ଧି ଦଳରେ ଯୋଗ ଦେଇଛନ୍ତି। ପୂର୍ବରୁ ଶ୍ରୀ ଗାନ୍ଧି ରାଜ୍ୟ ସରକାରଙ୍କର ମୁଖ୍ୟପତ୍ର, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ତିତିରେ ଦଳରେ ଯୋଗ ଦେଇଛନ୍ତି।

Other News