କାଳିଆର ବିଜୟ: ବନ୍ଦ ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଲେ

Kalia triumphed bandh as farmers turn out in support of CM

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର କାଳିଆ ଯୋଜନା ପ୍ରତି ରାଜ୍ୟର ହଜାର ଚାଷୀ ଦୃଢ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି। ଚାଷୀ ସଙ୍ଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏବଂ ଏହି ବନ୍ଦକୁ ସମର୍ଥନ ଜଣାଇ ଥିବା ବିରୋଧି କଂଗ୍ରେସ ଓ ବିଜେପିର କଥାକୁ ଗୁରୁତ୍ବ ନଦେଇ ପଶ୍ଚିମ ଓଡ଼ିଶାର ବରଗଡ଼ର ସୋହେଲା ଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ କୃଷକ ସମାବେଶରେ ଅଭୁତପୂର୍ବ ସଂଖ୍ୟାରେ ଚାଷୀ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଛି।

Other News