cêLýcªúu \ßûeû RMZiòõ_êe Ròfäûe aòbò^Ü C^Üd^ _âKÌe C\þNûU^ I ^ìZ^ _âKÌ MêWòKe bòତ୍ତି_âÉe iÚû_^

CM inaugurates developmental projects and laid  the foundation stone for many new projects In Jagatsinghpur

 Published : IWògû ^òdêR 360

/  

17-Oct-2016  

ମୁଖ୍ୟମନ୍ତ୍ରୀ gâú ନବୀନ ପଟ୍ଟନାୟକ ଜଗତସିଂହପୁର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। cêLýcªú gâú _…^ûdK ଜିଲ୍ଲାର ସଂସ୍କୃତି ଭବନ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନୂତନ ପ୍ରଶାସନିକ ବ୍ଲକ ଦେବୀଦୋଳ ଠାରେ ଦେବୀ ନଦୀ ଉପରେ ହାଇଲେଭଲ ସେତୁ ଓ ତିର୍ତ୍ତୋଲ ବ୍ଲକର ନବୀକୃତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି। ଏଥିସହିତ ùi ଅନେକ ^ìZ^ ପ୍ରକଳ୍ପର ଭତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ସ୍ଥାପନ କରିଛନ୍ତି। ସେହିପରି ଜିଲ୍ଲାରେ ନିର୍ମାଣ ଶ୍ରମିକ ପେନସନ୍ ଯୋଜନା ଏବଂ ମଧୁବାବୁ ପେନସନ୍ ଯୋଜନାର Ròfäûùe gêbûe¸ Keò[òùfö

Other News