ମାଓ ଉପଦୃତ ଅଞ୍ଚଳରେ ଯୋଗା ଯୋଗର ଉନ୍ନତି କରଣ ପାଇଁ ଅର୍ଥ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଓଡିଶାର ଦାବୀ

Push for connectivity boost in Red corridor

ମାଓବାଦୀ କାର୍ଯ୍ୟ କଳାପ ନିୟତ୍ରଣ କ୍ଷେତ୍ରରେ ଓଡିଶାକୁ ସଫଳତା ମିଳିବାପରେ, ରାଜ୍ୟ ସରକାର ମାଓ ପ୍ରବଣ ଜିଲ୍ଲା ମାନଙ୍କରେ ଗମନା ଗମନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରିବା ପାଇଁ ଆବଶ୍ୟକ ପରିମାଣରେ ଅର୍ଥ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି।

Other News