ବିଜେଡି ଅଗଷ୍ଟରୁ ଶୁଭାରମ୍ଭ କରିବ ଆମ ସହର ଆମ ଉନ୍ନତି କାର୍ଯ୍ୟକ୍ରମ

BJD to launch Ama Sahara, Ama Unnati programme from Aug

 Published : ଓଡିଶା ସନ୍ ଟାଇମ୍ସ

/  

15-Jul-2017  

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସହରାଞ୍ଚଳରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ଅଗଷ୍ଟ ମାସରୁ ଆରମ୍ଭ କରାଯିବ ଆମ ସହର, ଆମ ଉନ୍ନତି କାର୍ଯ୍ୟକ୍ରମ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହାରାଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ବିକାଶ ମୂଳକ କାର୍ଯ୍ୟକ୍ରମକୁ ନେଇ ସହରାଞ୍ଚଳର ନାଗରିକ ମାନଙ୍କୁ ଦଳ ସହିତ ଯୋଡାଯିବ। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମ କାର୍ଯ୍ୟକରିବ।

Other News