ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଦଳ ଛାଡିଥିବା ନେତା ଦଳକୁ ଫେରିପାରିବେ

Party president & CM gives green signal to estranged BJD leaders

  ବିଭିନ୍ନ ସମୟରେ ବିଭିନ୍ନ କାରଣରୁ  ଦଳରୁ ବହିସ୍କୃତ କିମ୍ବା ବାଦ ପଡିଥିବା ବରିଷ୍ଠ ନେତାମାନେ ପୁଣି ଥରେ ଦଳକୁ ଫେରି ପାରନ୍ତି ବୋଲି ଦଳର  ସଭାପତି ତଥା ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ଦଳକୁ ଫେରିବା ନିଷ୍ପତ୍ତି କ୍ଷେତ୍ରରେ ପ୍ରତି ଘଟଣାର ଗୁରୁତ୍ବକୁ ବିଚାର କରି ଭିନ୍ନ ଭିନ୍ନ  ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Other News