ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେଲା ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ

CM inaugurated Fakir Mohan Medical College and Hospital

 Published : ଓଡିଶା ସନ୍ ଟାଇମ୍ସ

/  

03-Sep-2018  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲ ପରିସରରେ ନିର୍ମିତ ବ୍ୟାସକବି ଫକିର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ପରେ ନୂତନଭାବେ ପ୍ରତିଷ୍ଠିତ ମେଡିକାଲ କଲେଜ ହସପିଟାଲକୁ ଲୋକାର୍ପିତ କରିଛନ୍ତି। ଏହା ଫଳରେ ବାଲେଶ୍ବରବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେଲା।

Other News