ପିଆଜର ଅଭାବୀ ବିକ୍ରି ରୋକିବା ପାଇଁ ସରକାର ଗଠନ କଲେ କମିଟି

Odisha government steps in to check distress sale of onion

 Published : ଟାଇମ୍ସ ଅଫ ଇଣ୍ଡିଆ

/  

25-May-2017  

ରାଜ୍ୟରେ ପିଆଜର ଅଭାବୀ ବିକ୍ରି ସମ୍ପର୍କରେ ତୃଣମୂଳ ସ୍ତରରେ ପ୍ରକୃତ ତଥ୍ୟ ଅନୁଧ୍ୟାନ କରିବାପାଇଁ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି।ଏହି କମିଟିରେ ଉଦ୍ୟାନ କୃଷି ବିଭାଗ, ଖାଦ୍ୟଓ ଯୋଗାଣ ବିଭାଗ ଏବଂ ମାର୍କଫେଡର ଅଧିକାରୀ ମାନଙ୍କୁ ନିଆଯାଇଛି। ରାଜ୍ୟରେ ସର୍ବଧିକ ପିଆଜ ଉତ୍ପାଦନ ହେଉଥିବା ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲା ଗସ୍ତକରି  ମେ ୨୭ ତାରିଖରେ କମିଟିର ସଦସ୍ୟ ମାନେ  ସରକାରଙ୍କୁ ରିପୋଟ ପ୍ରଦାନ କରିବେ । ସେହି ରିପୋର୍ଟକୁ ତର୍ଜମା କରିବା ପରେ କାର୍ଯ୍ୟାନୁୟନ ଚୁଡାନ୍ତ ହେବ ବୋଲି କୁହାଯାଇଛି।

Other News