Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/18-Oct-2018
ତିତିଲି ବାତ୍ୟା ଓ ପରବର୍ତ୍ତି ବନ୍ୟାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ମୃତକଙ୍କ ପାଇଁ ରାଜ୍ୟସରକାର ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଘୋଷଣା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲାର ବାରିଘର ଗସ୍ତବେଳେ ଏହି ଘୋଷଣା କରିଛନ୍ତି। ଭୂସ୍ଖଳନ ଘଟଣାରେ ବାରିଘର ଗ୍ରମରେ ୧୫ ଲୋକଙ୍କ ମୁତ୍ୟା ଘଟିଥିଲା।