ନରେନ୍ଦ୍ର ମୋଦି ଉତ୍କୃଷ୍ଟ ପ୍ରାକ୍ ବାତ୍ୟା ଯୋଜନା ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଲେ ପ୍ରଶଂସା

Narendra Modi lauds CM Naveen Patnaik’s ‘excellent planning’ before Cyclone hit state

 Published : ସ୍କ୍ରଲ. ଇନ୍

/  

07-May-2019  

ଓଡ଼ିଶାରେ ମେ ୩ ତାରିଖରେ ସଙ୍ଗଠିତ ହୋଇଥିବା ଭୟାବହ ବାତ୍ୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ଦ୍ବାରା ପୂର୍ବ ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବାତ୍ୟା ବିପନ୍ନ ଅଞ୍ଚଳକୁ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହ ପରିଦର୍ଶନ କରିଥିଲେ।

Other News