ଓଡ଼ିଶା ପୁରୁଷ ହକି ବିଶ୍ବକପ-୨୦୧୮: ମୁଖ୍ୟମନ୍ତ୍ରୀ ପ୍ରଥମ ଟିକଟ କିଣିଲେ

Mens Hockey WC 2018: CM purchased first ticket for opening event

 Published : ଓଡ଼ିଶା ସନ୍ ଟାଇମ୍ସ

/  

19-Nov-2018  

ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମଠାରେ ଆଉ ମାତ୍ର ୯ ଦିନ ପରେ ଅନୁଷ୍ଠିତ ହେବାକୁଥିବା ଓଡ଼ିଶା ପୁରୁଷ ହକି ବିଶ୍ବକପ-୨୦୧୮ ପାଇଁ ପ୍ରଥମ ଟିକେଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ମୂଲ୍ୟ ଦେଇ କ୍ରୟ କରିଛନ୍ତି।

Other News