କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଦଳର ଆହ୍ବାନ, ସାହାସ ଥିଲେ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ

Party dares Dharmendra Pradhan to contest LS polls from Odisha

ଓଡ଼ିଶାରେ ପରିବର୍ତ୍ତନ ପାଇଁ ଭୋଟର ମନସ୍ଥିର କଲେଣି ବୋଲି ଦେଇଥିବା ମନ୍ତବ୍ୟ ଉପରେ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି ଯଦି ସାହସ ଅଛି ତେବେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢି ଦେଇଥିବା ମନ୍ତବ୍ୟକୁ ପ୍ରମାଣିତ କରନ୍ତୁ। ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ  ନିଜର ସ୍ଥିତି ପରୀକ୍ଷା କରନ୍ତୁ।

Other News