ସାମ୍ବାଦିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

CM announced welfare measures for journalists

ରାଜ୍ୟର ସାମ୍ବାଦିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ମୃତ୍ୟୁ କାଳୀନ ସହାୟତା ୪ ଲକ୍ଷ ଟଙ୍କା ଏବଂ ସ୍ଥାୟୀଭାବେ ଅକର୍ମଣ୍ୟ ହୋଇଗଲେ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ।

Other News