ଚାଷୀଙ୍କ ଆର୍ଥିକ ସହାୟତା ଯୋଜନାକୁ କ୍ୟାବିନେଟର ମଞ୍ଜୁରୀ

Cabinet approved scheme to provide financial aid to farmers

 Published : ଓଡ଼ିଶା ସନ୍ ଟାଇମ୍ସ

/  

21-Dec-2018  

କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ ଆର୍ଥିକ ସହାୟତା  ପ୍ରଦାନ ଯୋଜନା (କାଳିଆ)  କୁ କ୍ୟାବିନେଟ ମଞ୍ଜୁରୀ କରିଛି। ଏହି ଯୋଜନାରେ କୃଷକଙ୍କ ପାଇଁ ୧୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

Other News