ମୁଖ୍ୟମନ୍ତ୍ରୀ ଦୋହରାଇଲେ ସମବାୟ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାଇଥିବା କଟକଣା ପ୍ରତ୍ୟାହାର କର

Naveen calls for roll-back of RBI curb on cooperative banks

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଣି ଦୋହରାଇଲେ, ବିମୁଦ୍ରୀକରଣ ଯୋଜନା ଲାଗୁହେବାପରେ କେନ୍ଦ୍ର ସମବାୟ ‍ବ୍ୟାଙ୍କଗୁଡିକର ଅଚଳ ହୋଇଥିବା ନୋଟ ପରିବର୍ତ୍ତନ କରିବା ଉପରେ ଭାରତୀୟ ରିଜର୍ଭବ୍ୟାଙ୍କ ରୋକ ଲଗାଇ ଥିବାରୁ ରାଜ୍ୟର କୃଷି ଅର୍ଥନୀତି ଏକପ୍ରକାର ପଭାବୀତ ହୋଇ ପଡିଛି। ସୁନ୍ଦରଗଡ ଜିଲ୍ଲା, ତଳସରା ବିଧାନସଭା ନିର୍ବଚନ ମଣ୍ଡଳଳୀର ବାଲିଶଙ୍କରଠାରେଥିବା ରାଜା ବଙ୍ଗଳା ପଡିଆରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ,ସମବାୟବ୍ୟାଙ୍କ ଗୁଡିକୁ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳ କରିବାର ସୁବିଧା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 

Other News