ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟରେ ଭେଟିଲେ ନରୱେ ରାଷ୍ଟ୍ରଦୂତ

Norway ambassador meets CM at secretariat

 Published : ଓଟିଭି

/  

23-Mar-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନରୱେ ରାଷ୍ଟ୍ରଦୂତ ମିଷ୍ଟର ନିଲସ୍ ଆର କାମସଭାଗ ରାଜ୍ୟ ସଚିବାଳୟରେ ସାକ୍ଷାତ କରି ଉଭୟ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ସର୍ମ୍ପକୀତ ସହଯୋଗ ଉପରେ ଆଲୋଚନା କରିଥିଲେ

Other News