ନାଲକୋରୁ ପୁଞ୍ଜି ପ୍ରତ୍ୟାହାରକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ

CM opposes NALCO disinvestment, writes to PM

 Published : ଓଡିଶା ସନ୍ ଟାଇମ୍ସ

/  

23-Jun-2017  

ରାଷ୍ଟ୍ରାୟତ ତଥା ନବରତ୍ନ ଉଦ୍ୟୋଗ ନାଲକୋ ଆଲମିନିୟମ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି। ପୁଞ୍ଜି ପ୍ରତ୍ୟାହାରକୁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି।

Other News