Published : ବିଜନେସ ଷ୍ଟାଣ୍ଡାର୍ଡ
/07-Dec-2019
ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରପଡା ଓ ସୋନପୁର ପାଇଁ ସ୍ଵତନ୍ତ୍ର ପ୍ଯାକେଜ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏ ନେଇ ଆର୍ଥିକ ସହାୟତା ଯୋଗାଇଦେବାକୁ ପଦକ୍ଷେପ ନେଇଛନ୍ତି।