ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦାବୀକରି ଜାନୁୟାରୀ ୮ରେ ସଂସଦ ଆଗରେ ବିଜେଡି କରିବ ବକ୍ଷୋଭ

BJD demonstration before Parliament on January 8 over MSP

କେନ୍ଦ୍ରୀୟ ଅବହେଳା ବିରୋଧରେ ଶାସକ ବିଜେଡି ତାର ସ୍ବର ପୁଣି ଶାଣିତ କରିଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବୀକରି ବଜେଡି ଜାନୁୟାରୀ ୮ ତାରିଖରେ ସଂସଦ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ।

Other News