ମୋ ପରିବାରରୁ କୌଣସି ବ୍ୟକ୍ତି ରାଜନିତୀରେ ଯୋଗ ଦେବାର ନାହିଁ : ନବୀନ

No member of my family will join politics: Naveen

 Published : ଟାଇମ୍ସ ଅଫ ଇଣ୍ଡିଆ

/  

28-May-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଦେଇଛନ୍ତି ତାଙ୍କ ପରିବାରରୁ କୌଣସି ବ୍ୟକ୍ତି ରାଜନିତୀରେ ଯୋଗ ଦେବାର ନାହିଁ କି ସେ ଖାଲି କରରୁଥିବା ବିଧାନସଭା ଆସନରେ ତାଙ୍କ ପରିବାରର କୌଣସି ବ୍ୟକ୍ତି ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁନାହିଁ। ପ୍ରଥମ ଥର ପାଇଁ ସେ ଦୁଇଟି ବିଧାନସଭା ଆସନରୁ ନିର୍ବାଚନ ଲଢି ଉଭୟ ସ୍ଥାନରୁ ବିଜୟୀ ହୋଇଛନ୍ତି। ଜିତିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏ ଆସନରୁ ସେ ଇସ୍ତଫା ଦେବେ।

Other News