ସ୍ମାର୍ଟ ସିଟି ମିଶନରେ ନିର୍ମିତ ହେବ ୧୩୦୦ ସ୍ବଳ୍ପ ମୂଲ୍ୟ ବାସଗୃହ

1300 low-cost houses to come up in  Shantinagar under smart city mission

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

21-Dec-2016  

ରାଜଧାନୀରେ ସ୍ମାର୍ଟ ସିଟି ମିଶନରେ ୧୩୦୦ ସ୍ବଳ୍ପମୂଲ୍ୟ ବାସଗୃହ ନିର୍ମାଣ କରିବା ପାଇଁ ରାଜ୍ୟସରକାର ମଞୁର କରିଥିବାରୁ ଘର ଖଣ୍ଡିଏ କରିବାର ଅନେକଙ୍କର ସ୍ବପ୍ନ ଏବେ ସାକାର ହେବାକୁ ଯାଉଛି। କ୍ଷମତା ସମ୍ପର୍ଣ୍ଣ ଭିତ୍ତିଭୂମି କମିଟିର ନେତୃତ୍ବ ନେଉଥିବା ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ  ସ୍ବଳ୍ପମୂଲ୍ୟ ଗୃହ ନିର୍ମାଣ ପାଇଁ ଘରୋଇ ସହଭାଗୀତା ଭିତ୍ତିରେ ଅଂଶିଦାର ଚୟନ କରିବା ପାଇଁ  ବିଞ୍ଜପ୍ତି ପ୍ରକାଶ କରିବାପାଇଁ ଅନୁମତି ପ୍ରଦାନ  କରିଛନ୍ତି। ଏହି ସ୍ବଳ୍ପ ମୂଲ୍ୟ ବାସଗୃହ ରାଜଧାନୀର ଶାନ୍ତି ନଗରଠାରେ ନିର୍ମାଣ କରାଯିବ ବୋଲି ପିପିପି ସେଲର ମୁଖ୍ୟ ପିକେ ଜେନା କହିଛନ୍ତି।

Other News