Published : ଓଡ଼ିଶା ସନ୍ ଟାଇମ୍ସ
/14-Mar-2019
ସାଧାରଣ ନିର୍ବାଚନ ଆଉମାତ୍ର ଏକ ମାସ ଥିବାବେଳେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୭ ସଦସ୍ୟ ବିଶିଷ୍ଠ ଦଳର ଇସ୍ତହାର କମିଟି ସଦସ୍ୟ ମାନଙ୍କ ନାମ ଘୋଷଣା କରିଛନ୍ତି। କମିଟିରେ ଦଳର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ କମିଟିର ଅଧ୍ୟକ୍ଷ ଥିଲା ବେଳେ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, କସ୍ତୁରୀ ମହାପାତ୍ର, ପଦ୍ମନାଭ ବେହେରା ପ୍ରମୁଖ ସହଯୋଗୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଛନ୍ତି।