ଜାନୁୟାରୀ ୫ରେ ପୁରୀରେ ବିଜେଡି କରିବ ମିଶନଶକ୍ତି ମହାସମାବେଶ

BJD planned for mega event to at Puri on 5th January

 Published : ଓରିଶାପେଷ୍ଟ

/  

02-Jan-2019  

ବିଜୁ ଜନତା ଦଳ ଜାନୁୟାରୀ ୫ରେ ପୁରୀରେ କରିବ ମିଶନଶକ୍ତି ଓ ଅଙ୍ଗନବାଡି କର୍ମୀଙ୍କ ମହା ସମାବେଶ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସମାବେଶରେ ୫୦୦୦୦ ମିଶନଶକ୍ତି ଓ ଅଙ୍ଗନବାଡିକର୍ମୀଙ୍କୁ  ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ସେହି ଦିନ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦି ବାରିପଦାଠାରେ ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Other News