Published : ଓଡ଼ିଶା ସନ୍ ଟାଇମ୍ସ
/26-Nov-2018
ଓଡ଼ିଶା ହକି ପୁରୁଷ ବିଶ୍ବକପ ଆଉ ମାତ୍ର କେତେ ଘଣ୍ଟାପରେ ଅନୁଷ୍ଠିତ ହେବାକୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଆସିଥିବା ୧୬ ଟି ଦଳର କ୍ୟାପଟେନଙ୍କ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ପରିଚିତ ହେବା ସହିତ କର ମର୍ଦ୍ଦନ କରୁଛନ୍ତି।