Published : ଟେଲିଗ୍ରାଫ
/28-Apr-2017
ଭୁବନେଶ୍ବରରୁ ଏୟାର ଏସିଆ’ର ପ୍ରଥମ ଆନ୍ତର୍ଜାତିକ ବିମାନ ସେବା କ୍ଵାଲାଲମ୍ପୁରକୁ ଆରମ୍ଭ ହେବା ପରେ ରାଜ୍ୟ ସରକାର ବେଶ ଆଶବାଦୀ ହୋଇ ପଡିଛନ୍ତି l ଏୟାର ଏସିଆ’ର ପ୍ରତିନିଧିଦଳ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କଲାବେଳ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ବରରୁ ଦୈନିକ କ୍ଵାଲାଲମ୍ପୁରକୁ ବିମାନ ସେବା ତୁରନ୍ତ ଆରମ୍ଭକରିବା ପାଇଁ ପ୍ରସ୍ତାବ ଦେଇ ଥିଲେ l