ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଉତ୍କଳ ବିଶ୍ଵବିଦ୍ୟାଳୟକୁ ୧୫ କୋଟି ଟଙ୍କାର ଅନୁଦାନ

Chief Minister announces Rs 15 crore grant to Utkal University

 Published : ଟାଇମସ ଅଫ ଇଣ୍ଡିଆ

/  

29-Apr-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ବାଣୀବିହାର ଠାରେ ଅନୁଷ୍ଠିତ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ର ସାଂସଦର  ବାର୍ଷିକ ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟ ବିକାଶ ପାଇଁ ୧୫ କୋଟି ଟଙ୍କାର ଅନୁଦାନର ଘୋଷଣା କରିଛନ୍ତି l

Other News