କାଳିଆ ଯୋଜନାରେ ଅର୍ନ୍ତଭୁକ୍ତ ହେବା ଶେଷ ତାରିଖକୁ ରାଜ୍ୟସରକାର ଜାନୁୟାରୀ ୧୫କୁ ଘୁଞ୍ଚାଇଲେ

Govt extended deadline for enrollment under KALIA scheme

 Published : ଓଡ଼ିଶା ସନ୍ ଟାଇମ୍ସ

/  

10-Jan-2019  

“କାଳିଆ” ଯୋଜନାରେ ଅର୍ନ୍ତଭୁକ୍ତ ହେବା ଏବଂ ତାଲିକାରୁ ନିଜ ନାମକୁ ବାଦ ଦେବା ପାଇଁ ଆଶ୍ୟକ ଫର୍ମ କେତେକ ସ୍ଥାନରେ ମିଳୁନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏହି ଯୋଜନାର ସମୀକ୍ଷା କରିବା ପରେ ପ୍ରଥମ ପର୍ଯ୍ୟୟରେଥିବା ଦରଖାସ୍ତ କରିବାର ଶେଷ ତାରିଖକୁ ରାଜ୍ୟ ସରକାର ୧୦ ତାରିଖରୁ ଜାନୁୟାରୀ୧୫ ତାରିଖକୁ ବର୍ଦ୍ଧିତ କରିଛନ୍ତି।

Other News