ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଭୁବନେଶ୍ବରରେ ହେବ ସ୍ପୋର୍ଟସ ସିଟି, ୫ ଟି ସହରରେ ଶିଘ୍ର ହେବ ସ୍ପୋର୍ଟସ କମ୍ପ୍ଲେକ୍ସ

CM says, Sports city will be in Bhubaneswar, sports complex in 5 cities soon

 Published : ଓଟିଭି

/  

29-Aug-2017  

ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଶିଷ୍ଟ କ୍ରୀଡାବିତ୍ ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରି କହିଛନ୍ତି, ବିଶ୍ବସ୍ତରୀୟ ଭିତ୍ତିଭୂମି ଥାଇ ଭୁବନେଶ୍ବରରେ ଏକ ସ୍ପୋର୍ଟସ ସିଟି ପ୍ରତିଷ୍ଠା କରାଯିବା ପାଇଁ ଯୋଜନା କରାଯାଉଛି। ସେହିପରି ସ୍ବର୍ଣ୍ଣ ଯୋଜନାରେ ୯୬ କୋଟି ଟଙ୍କା ବ୍ୟୟରେ କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଏବଂ ଜୟପୁର ଠାରେ ସମନ୍ବୀତ ସ୍ପୋର୍ଟସ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବା ପାଇଁ ଯୋଜନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ।

Other News