ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଓଡିଶା ସରକାର ସ୍ବାକ୍ଷର କଲେ ଚୁକ୍ତିପତ୍ର

Odisha government signed pact for urban infrastructure development

ରାଜ୍ୟର ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୪୪୦ କୋଟି ଟଙ୍କା ଋଣ ପାଇଁ ଜର୍ମାନର କେ ଏଫ ଡବ୍ଲୁ ଡେଭଲମେଣ୍ଟ ‍ବ୍ୟାଙ୍କ ସହିତ ରାଜ୍ୟ ସରକାର ଚୁକ୍ତି ପତ୍ର ସ୍ବାକ୍ଷର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଚୁକ୍ତିପତ୍ର ସ୍ବାକ୍ଷରୀତ ହୋଇଥିବା ବେଳେ  ଷ୍ଟ୍ରୀଟ ଲାଇଟ, ସ୍ବୋରେଜ,ଶକ୍ତି ସଂଚୟ, ଜଳଉତ୍ସ ପୁନରୁଦ୍ଧାର, ବ୍ରଜବସ୍ତୁ ପରିଚାଳନା, ଜଳଯୋଗାଣ,ବାତ୍ୟାଜଳ ନିଷ୍କାସନ ଆଦିରେ ଋଣ ଅର୍ଥ ବିନିଯୋଗ କରାଯିବ।

Other News